ଭୁବନେଶ୍ଵର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା :ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହେଲା ନିଖୋଜ ସୀମାଞ୍ଚଳ ପରିଡା ମୃତ

17

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଭୁବନେଶ୍ଵର ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ସୀମାଞ୍ଚଳଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପରେ ସୀମାଞ୍ଚଳ ପରିଡା ନିଖୋଜ ରହିଥିଲେ । ତେବେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡର ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ନିଖୋଜ ସୀମାଞ୍ଚଳ ପରିଡାଙ୍କର ବିସ୍ଫେରଣରେ ମୃତ୍ୟୁ ହୋଇଛି। ଡିଏନଏ ରିପୋର୍ଟ ମିଳିବା ପରେ ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More