ଭୁତଙ୍କ ନାମରେ ଇଲେକ୍ଟ୍ରିକନେକସନ, ଅଲଣାହାଟ କ୍ୟାମ୍ପରେ ଜଣେ ଇଲେକ୍ଟ୍ରି କର୍ମଚାରୀଙ୍କ ଆତଙ୍କ ଜନ୍ତ୍ରୀ ଭୟଭୀତ

97

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ) : – ଜଗତସିଂହପୁର ନାଉଗାଁ ବ୍ଲକ ଅଲଣା ହାଟର ଜଣେ ଇଲେକ୍ଟ୍ରି କର୍ମଚାରୀଙ୍କ ନାମରେ ଫିଟୁଛି ଦୃର୍ନିତିରେ ଉବୁଟୁବୁ ହେବା ଘଟଣା। ତାଙ୍କ କଥା କହିଲେ ନସରେ ତାପରେ,। ବି ସେ କିଭଳି ଚାକିରି ପାଇଲେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।ସେ ଜଣେ ଏଭଳି ବ୍ୟକ୍ତି ଯେକି ଆଜି ପର୍ଯ୍ୟନ୍ତ ଲାଇନ ଖୁଣ୍ଟରେ ଚଢିପାରନ୍ତି ନାହିଁ ।ଏଭଳି ସ୍ତରରେ ତାଙ୍କୁ କିଭଳି ଚାକିରୀରେ ଭର୍ତ୍ତି କରାଗଲା ତାହା ଏବେ ଏକ ପ୍ରଶ୍ନବାଚୀ ଶୃଷ୍ଟି କରିଥିବା ବେଳେ ଜଣେ ଠିକା ଶ୍ରମିକକୁ ହାତରେ ଧରି ସମସ୍ତ କାର୍ୟ୍ୟ କରୁଛନ୍ତି ।ଚାକିରୀ ଯେତେବେଳେ କରିଥିଲେ ତାଙ୍କୁ ଇଲେକ୍ଟ୍ରି ଖୁଣ୍ଟ ରେ ଚଢିବାର ଷାଠିପିକେଟ କେଉଁ ଅଧିକାରୀ ଦେଇଥିଲେ। ଇଲେକ୍ଟ୍ରି ଅଫିସର ଯେଉଁ ଲାଇନମ୍ୟାନ ମାନେ ଇଲେକ୍ଟ୍ରି ଖୁଣ୍ଟରେ ଚଢି ପାରନ୍ତି ନାହିଁ। ସେମାନେ ଚାକିରୀ ପାଇବାର କିଛି ନିୟମ ଅଛି କି ? ଶ୍ରୀଯୁକ୍ତ ସେଠି ସୌଭାଗ୍ୟ ଯୋଜନା ରେ ଯେଉଁ ଲାଇନ କଞୋମର ତାହା ସବୁ ଠିକ ଅଛିତ,। ଖବର ମିଳୁଛି ଲାଇନମ୍ୟାନ ଶ୍ରୀଯୁକ୍ତ ସେଠି ନିଜଘରେ କେତେଟା ଲାଇନ କନେକସନ ନେଇଛନ୍ତି ନିଜ ନାମରେ ନା ପରିବାର ନାମରେ ସେଠି ଅଲଣା ଗ୍ରାମପଂଚାୟତର ବେଣାପଡା ଗ୍ରାମରେ ଏକ ସୌଭାଗ୍ୟ ଲାଇନ କନେକ୍ସନ ଦେଇଛନ୍ତି ଓ ନୂଆପାଟଣା ଗ୍ରାମର ବସନ୍ତ ସାହୁଙ୍କ ନାମରେ ଯେଉଁ ଲାଇନ ଥିଲା ସେ ଲାଇନ କାଟି ତାଙ୍କ ପୁଅ ନାମରେ କେତେଟଙ୍କା ନେଇ ସେହି ପ୍ଲଟରେ ଆଉଏକ ଲାଇନ ଦେଲେ। ବସନ୍ତ ସାହୁଙ୍କର ପୂର୍ବର ଟଙ୍କା କୁଆଡେ ଗଲା। ସେଠିବାବୁ ସବୁ ଜାଗାରେ ହୁକ ପକାଇବାକୁ କହି ମାସିକ କେତେ ନେଉଛନ୍ତି । ଦୁଇ ତିନୋଟି ଜାଗାରେ ପଇସା କଲେକ୍ସନ ଵାଲା ପାଉନାହାନ୍ତି ଘର ଠିକଣା। ଆଉ ବହୁ ଜାଗାରେ ବନ୍ଧୁ ବାନ୍ଧବ କରି ଟଙ୍କା ନେଇ ଚୋରା ଲାଇନ, ଚୋରା ହିଟର, ଏବଂ ଚୋରା ହୁକ ପକାଇ ଚଲାଇବାକୁ ସୁଯୋଗ ଦେଉଛନ୍ତି। ଏହି ସେଠି ବାବୁଙ୍କର ବହୁଥର ଟ୍ରାନ୍ସଫର ହେଲେମଧ୍ୟ କଣ ପାଇଁ ତାଙ୍କୁ ନିଜପଞ୍ଚାୟତ ରେ ରଖାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେଠିବାବୁ କାହା ଛତ୍ରଛାୟା ତଳେ ରହୁଛନ୍ତି ରାଜନେତା ନା ନିଜ ଅଫିସ ଅଧିକାରୀ। ସେଠିବାବୁ ତାଙ୍କ ବାପାଙ୍କ ନାମରେ କେତୋଟି ଲାଇନ କନେକ୍ସନ ନେଇଛନ୍ତି ତାହା ଠିକ ଅଛି ନାଁ ନାହିଁ । ଏବଂ ସେଠିବାବୁ 9 ନଅ ବର୍ଷର ଭୁତକୁ ଲାଇନ ସଂଯୋଗ ଦେଇଛନ୍ତି କୋଉ ନିୟମ ବଳରେ ଏବଂ ସେଠିବାବୁ ବର୍ତମାନ କହୁଛନ୍ତି ବିଧାୟକ ମୋ ହାତ ମୁଠାରେ, ପୂର୍ବତନ ପିଏସ ମେମ୍ବର ମୋ ହାତରେ ଏବଂ ରାତିହେଲେ ନିତିଦିନ ମଦ ନେଇ ଯାଆନ୍ତି କାହା ପାଇଁ । ସିଏ କଣ ବନ୍ଦ କରୁଛନ୍ତି ଟ୍ରାନ୍ସଫରକୁ। କାହା ଚାପରେ ଏଭଳି କର୍ମଚାରୀଙ୍କୁ ଦୀର୍ଘଦିନ ହେବ ରଖାଯାଇଛି ମାସିକ କେତେ ନେଉଛନ୍ତି ଅଧିକାରୀ ମାନେ।କେଉଁ ନିୟମ ବଳରେ ଦୀର୍ଘଦିନ ହେବ ରଖାଯାଇଛି ତାହା ଜନସାଧାରଣ ରେ ଅଭିଯୋଗ ହୋଇଛି। ଏଭଳି କର୍ମଚାରୀଙ୍କ ବିରୋଧରେ ଜଦି ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ତେଵେ ବହୁ ଦୃର୍ନିତିର ଗନ୍ଧ ବାହାରି ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More