ଭୀଷଣ ଝଡ଼ ରୂପ ନେଉଛି ବାତ୍ୟା ‘ଅମ୍ଫାନ’: ଆସନ୍ତାକାଲିଠାରୁ ବର୍ଷା ଆଶଙ୍କା

30

Get real time updates directly on you device, subscribe now.

ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇଛି । ଘଣ୍ଟାକୁ ୫ କିଲୋମିଟର ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ଓ ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ । ସମୁଦ୍ର ମଧ୍ୟରେ ଅମ୍ଫାନ ବାରମ୍ବାର ନିଜର ଗତିପଥ ବଦଳାଉଛି । ୬ ଘଣ୍ଟା ମଧ୍ୟରେ ଏହାର ଗତିପଥ ଉତ୍ତର ଦିଗକୁ ବଦଳିଥିବାବେଳେ ୧୨ ଘଣ୍ଟା ପରେ ଏହା ଉତ୍ତର-ପୂର୍ବଦିଗକୁ ଗତି କରିବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More