ଭିଜିଲାନ୍ସ ହାତରେ ଧରା ପଡିଲେ ରାଜସ୍ୱ ନିରିକ୍ଷକ

9

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ଭିଜିଲାନ୍ସ ହାତରେ ଧରା ପଡିଲେ ରାଜସ୍ୱ ନିରିକ୍ଷକ । ମାଲକାନଗିରି ଜିଲ୍ଲା ସିନ୍ଧ୍ରୀମାଳ ଆର.ଆଇ. ସୀମାଞ୍ଚଳ ସାହୁ 25 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ମାଲକାନଗିରି ଏୟାର୍‌ପୋର୍ଟ ନିର୍ମାଣ ଲାଗି ଜମି ହରାଇଥିବା ଗୌଡଗୁଡା ଗ୍ରାମର ମାୟାରାଣୀ ମଣ୍ଡଳ 7 ଲକ୍ଷ 31ହଜାର ଟଙ୍କାର କ୍ଷତି ପୂରଣ ପାଇବା ଲାଗି ରାଜସ୍ୱ ନିରିକ୍ଷକଙ୍କୁ 25 ହଜାର ଟଙ୍କା ଲାଞ୍ଚ ଦେଉଥିଲେ । ଲାଞ୍ଚ ନଦେଲେ ଜିଲ୍ଲାପାଳଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ ନାହିଁ ବୋଲି ରାଜସ୍ୱ ନିରିକ୍ଷକ ସୀମାଞ୍ଚଳ ସାହୁ ଧମକ ଦେଉଥିଲେ । ଶେଷରେ ଭିଜିଲାନ୍ସ ପାଖରେ ପହଞ୍ଚିଥିଲେ ମହିଳା ଜଣକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More