ଭିଜିଲାନ୍ସ ଜାଲରେ ଯଶିପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ମହାକୁଡ଼

13

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ): – -ଭିଜିଲାନ୍ସ ଜାଲରେ ଯଶିପୁର ତହସିଲର କନିଷ୍ଠ ତହସିଲର କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ଙ୍କୁ ମାଡି ବସିଲା ଭିଜିଲାନ୍ସ । ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମ ଚରଣ ହେମ୍ବ୍ରମଙ୍କ ଠାରୁ ଜମିପଟ୍ଟା କରିଦେବାକୁ ନେଇ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ପୂର୍ବରୁ ମଧ୍ୟ ଭୀଷ୍ମଙ୍କଠାରୁ ୧୫ ହଜାର 800 ଶହ ଟଙ୍କା ଲାଞ୍ଚ ନେଇଥିବା କହିଛନ୍ତି ଭାର୍ଗବ । ଟଙ୍କା ଜବତ ପରେ ଭାର୍ଗବକୁ ଗିରଫ କରିଛି ଭିଜିଲାନ୍ସ ।ରିପୋର୍ଟ-ନିରୋଜ କୁମାର ସାହୁ, ରାଇରଙ୍ଗପୁର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More