ଭିଜିଲାନ୍ସ ଜାଲରେ ପୁରୀ ସବ ରେଜଷ୍ଟ୍ରର ଅଫିସର କିରାଣୀ ରଘୁନାଥ ବିଶୋଇ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଭିଜିଲାନ୍ସ ଜାଲରେ ପୁରୀ ସବ ରେଜଷ୍ଟ୍ରର ଅଫିସର କିରାଣୀ ରଘୁନାଥ ବିଶୋଇ। 10 ହଜାର ଟଙ୍କା ନଗଦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ।ଜଣେ ଯୁବକଙ୍କ ଠାରୁ ନଗଦ 5000 ନେଲାବେଳେ ଧରାପଡିଲେ । ଉକ୍ତ ଯୁବକଙ୍କ କହିବା ଅନୁଯାୟୀ ତାଙ୍କ ବାପାଙ୍କ ଜମି ବାଡି ରେ କେସ୍ ଲାଗିଥିବା ବେଳେ ତାଙ୍କ ଦେହ ଖରାପ ହେତୁ ତାଙ୍କ ଜମି ବାଡି ର ପାୱାର ତାଙ୍କ ଦୁଇ ଭାଇଙ୍କ ନାମରେ କରିବା ପାଇଁ ଫାଇଲ କରାଯାଇଥିଲା ।ବାପାଙ୍କ ଦେହ ଖରାପ ହେତୁ ସେ ଘରେ ଯାଇ ତାଙ୍କ ଦସ୍ତଖତ ନେଲେ। ଆଜି ଫାଇନାଲ କପି ଆଣିବାକୁ ଗଲା ବେଳକୁ କହିଥିଲେ ପୁରୀ ପାଇଁ 10,000 ଆଉ ଭୁବନେଶ୍ବର ପାଇଁ 25,000 ନେଉଛୁ home visit ପାଇଁ।କାଲି ଘରକୁ ଗଲାବେଳେ 5000 ଦେଇଥିଲେ ଆଉ ଏବେ ଆଉ 5000 ଦେବାବେଳକୁ Vigilance ଧରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More