ଭିଜିଲାନ୍ସ ଜାଲରେ ଇଡିକୋ ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କା

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ପଟ୍ଟାମୁଣ୍ଡାଇ – IDCO ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ପୈତୃକ ବାସଭବନ କେସପୁର ଓ ପଟ୍ଟାମୁଣ୍ଡାଇ ବେଲତଳ ତିନି ମହଲା ଘରେ ଭିଜିଲାନ୍ସ ଚଢାଉ କରୁଥିବା ଦେଖିବାକୁ ମିଳିଛି। IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କା ଭୁବନେଶ୍ବର ରୁପାଲି ଛକନିକଟରେ ଥିବା IDCO ଅଫିସରେ ସମେତ ସାତ ଯାଗାରେ ଭିଜିଲାନ୍ସ ଚଡାଉ ହେଉଥିବା ସୁଣିବାକୁ ମିଳିଛି। ଦେଖନ୍ତୁ ଏହି ଦୃଶ୍ୟକୁ ପଟ୍ଟାମୁଣ୍ଡାଇ ସ୍ଥିତ ଏହି ତିନି ମହଲା ବିଶିଷ୍ଟ ବିଲଡିଂ ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ । ପଟ୍ଟାମୁଣ୍ଡାଇ ଦାୟିତ୍ବରେ ଆସିଥିବା ଭିଜିଲାନ୍ସ ଅଫିସର ଚନ୍ଦ୍ରକଳା ଜେନା କ୍ୟାମେରା ସାମ୍ନାରେ କିଛି କହି ନଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More