ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ନିର୍ବାଚିତ ହେବା ପରେ ଓକେସିଏଲ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ବିଜୟ ଉତ୍ସବ ପାଳିତ

9

Get real time updates directly on you device, subscribe now.

ଢେଙ୍କାନାଳ(ସଂଘର୍ଷ ମିଡିଆ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ଠାରେ ଅବସ୍ଥାପିତ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଓକେସିଏଲ ଠାରେ ଆଜି ଭାରତ ବର୍ଷ ର ମହାମହିମ ରାଷ୍ଟ୍ରପତି ଶ୍ରୀପଦୀ ଦ୍ରୋପଦୀ ମୁର୍ମୁ ଙ୍କ ରାଷ୍ଟ୍ରପତି ନିର୍ବାଚନ ରେ ବିଜୟୀ ହେବା ଖୁସିରେ ଆଜି ବିଜୟ ଉତ୍ସବ ପାଳିତ ହୋଇଜାଇଛି । ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ମହାବିଦ୍ୟାଳୟ ର ଇତିହାସ ବିଭାଗ ଅଧ୍ୟାପକ ଡକ୍ଟର ମହେନ୍ଦ୍ର ସ୍ବାଇଂ , ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ବିରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ଯୋଗଦେଇ ଶ୍ରୀମତୀ ମୁର୍ମୁ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଂକ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଂ ପରାମର୍ଶ ଦେଇଥିଲେ । ଶାଖାପରିଚାଳକ ପ୍ରଶାନ୍ତ ଜେନାମଣି ପରିଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More