ବ୍ୟାଙ୍କରୁ ଟଙ୍କା ଉଠାଇ ପାନ ଦୋକାନରୁ ପାନ କିଣୁଥିବା ବେଳେ ୨ଲକ୍ଷ ଟଙ୍କା ଲୁଟ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଗୋପୀନାଥପୁର ବଜାରରେ। ଗୋପୀନାଥପୁର ଷ୍ଟେଟ ବ୍ୟାଙ୍କରୁ ରାମଚନ୍ଦ୍ର ରାଉତ 2ଲକ୍ଷ୍ୟ ଟଙ୍କା ଉଠାଇ ରାସ୍ତାପାର୍ଶ୍ଵ ପାନ ଦୋକାନରେ ସାଇକେଲ ରଖି ପାନ କିଣୁଥିବା ସମୟରେ ଦୁର୍ବୁତ୍ତମାନେ ବ୍ୟାଗ ସହ ଲୁଟିନେଲେ 2ଲକ୍ଷ ଟଙ୍କା,ଆଧାର ଓ ପସବୁକ। ଏନେଇ ରାମଚନ୍ଦ୍ର ରାଉତ ପାଗାଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ କାହାରି ଟେର ପାଇପାରିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More