ବ୍ରାହ୍ମଣୀ ସେତୁରେ ବଡ଼ ଫାଟ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

12

Get real time updates directly on you device, subscribe now.

ରାଉରକେଲା ( ସଂଘର୍ଷ ମିଡିଆ ) : ରାଉରକେଲା ବ୍ରାହ୍ମଣୀ ସେତୁରେ ଶୁକ୍ରବାର ସକାଳେ ଏକ ବଡ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପୋଲ ମଝିରେ ପଡ଼ିଥିବା ଲୁହା ପ୍ଲେଟ ନିକଟରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଲୁହା ପ୍ଲେଟ ଦବି ଯାଇଥିଲା ଜଣାପଡିଛି । ପୋଲରେ ଫାଟ ହେବାଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More