ବ୍ରାଉନ ସୁଗାର ଜବତ, ୧ ଗିରଫ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାରସ୍ଥିତ ଯାତ୍ରୀ ନିବାସ ନିକଟ ମୁଖ୍ୟ ରାସ୍ତାରେ ଚଢ଼ାଉ କରି ଅଜୟ ନାଏକ , ବୟସ -45 ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଏବଂ ସେ ନିଶା ଚୋରା ଚାଲାଣରେ ବ୍ୟବହୃତ କରିଥିବା HONDA DIO, DX Scooty Registration No-OD 02 CF 3285 ସହ ଗିରଫ କରି ତାଙ୍କ ନିକଟରୁ 100 ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ :- 01/23-24ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 10,00000 (ଦଶ ଲକ୍ଷ)ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଲୋକନାଥ ପାତ୍ର,Staff- ବିଶ୍ୱଜିତ ମହାପାତ୍ର, ପ୍ରବୀଣ ବିରାଜ କିରୋ, ସ୍ଵାଗତିକା ଘଡେଇ,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More