ବ୍ଯାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଜଳି ପୋଡି ପାଉଁଶ ହୋଇଗଲା କାଗଜପତ୍ର

10

Get real time updates directly on you device, subscribe now.

ପୁରୀ/ଡେଲାଙ୍ଗ(ସଂଘର୍ଷ ମିଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଘୋରଡିଆ ଗ୍ରାମ ବ୍ଯାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ମିଳିଥିବା ସୂଚନା ମୁତାବକ, ଗ୍ରାମ ବ୍ଯାଙ୍କର ବ୍ଯାପକ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ଓ ଡେଲାଙ୍ଗ ଅଗ୍ନିଶମ ବିଭାଗର ନିଆଁ ଲିଭା ଜାରି ରଖିବା ପରେ ନିଆଁ ଆୟତ୍ତକୁ ଆସିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More