ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଔଷଧ ଗୋଦାମରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ସନ୍ଧେହ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଆଜି ସକାଳ ପ୍ରାୟ 9:30ମିନିଟ ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଔଷଧ ଗୋଦାମ ରେ ଅଗ୍ନିକାଣ୍ଡ ଘଟି ଥିବା ଦେଖିବାକୁ ମିଳିଛି l ଗୋଦାମ ମଧ୍ୟରୁ ଧୂଆଁ ବାହାରୁଥିବା ଦେଖିବା ସଙ୍ଗେ ସଙ୍ଗେ ଡାକ୍ତରଖାନା କର୍ମଚାରୀ ବୌଦ୍ଧ ଦମକଳ ବାହିନୀ ଓ ଥାନା କୁ ଖବର ଦେଇଥିଲେ l ସମଗ୍ର ଡାକ୍ତରଖାନା ଧୂଆଁମୟ ହୋଇଥିବା ବେଳେ ରୋଗୀ ଓ ସମ୍ପର୍କୀୟ ମାନେ ବିଭିନ୍ନ ୱlର୍ଡ ରୁ ଦୌଡ଼ା ଦୌଡି ହୋଇ ଭୟରେ ବାହାର କୁ ଚାଲିଆସୁଥିବା ଦେଥିବାକୁ ମିଳିଥିଲା l ଦମକଳ ବାହିନୀ ନିଆଁ କୁ ଆୟତ୍ତ କରିଥିବାବେଳେ ବହୁ ପରିମାଣର ଔଷଧ ପୋଡି ଯାଇଥିବା ଦେଖିବାକୁ ମିଳିଛି l ଅଗ୍ନି କାଣ୍ଡର ପ୍ରକୃତ କାରଣ ଜଣା ପୋଡ଼ିନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଧେହ କରାଯାଉଛି l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More