ବୌଦ୍ଧ ଜିଲା ମା ଭୈରବୀ କିନ୍ନର ମହାସଂଘ ତରଫରୁ କମଳ ବଣ୍ଟନ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :-ଆଜି ସନ୍ଧ୍ୟା 6 ଘଣ୍ଟା ସମୟରେ ନାରାୟଣପୁର ସ୍ଥିତ ଅନ୍ଧ ମୁକ ବଧିର ସ୍କୁଲ ଠାରେ ମା ଭୈରବୀ କିନ୍ନର ମହାସଂଘ, ବୌଦ୍ଧର ପ୍ରିୟବ୍ରତ ବେହେରାଙ୍କ ତତ୍ତ୍ୱlବଧାନରେ କିନ୍ନର ମହାସଂଘ କମଳ ବଣ୍ଟନ କରିଥିଲେ l କୋମଳମତି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଦୁଃଖକୁ ଉପଲବ୍ଧି କରି ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ଆଗେଇଆସି 30ଜଣ ଶିଶୁଙ୍କୁ ନିଜ ହାତରେ ଶୀତ ବସ୍ତ୍ର ବଣ୍ଟନ କରିଥିଲେ l ଏମାନଙ୍କ ମଧ୍ୟରେ କିନ୍ନର ଦୀପିକା, ମୌନବତୀ, ଦୁର୍ଗା, ଲଷ୍ମୀ, ଚୁମକି, ଅନିତା, ଅର୍ଚିତା ବିଳାସିନୀ ଓ ପୁରୁଷ ଭାଇମାନେ ହେଲେ କାଲି ପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପ୍ରଧାନ ଦେବୀପ୍ରସାଦ ମିଶ୍ର ଓ ଶୁଦ୍ର ରଂଜନ ପଟ୍ଟନାୟକ ପ୍ରମୁଖ କମ୍ବଳ ବଣ୍ଟନରେ ସହଯୋଗ କରିଥିଲେ lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More