ବେପରୁଆ ଓ ଦ୍ରୁତ ଗାଡ଼ି ଚଳାଚଳ ଯୋଗୁଁ ଦୁର୍ଘଟଣା

10

Get real time updates directly on you device, subscribe now.

ଢେଙ୍କାନାଳ(ସଂଘର୍ଷ ମିଡିଆ) : – ବେପରୁଆ ଓ ଦ୍ରୁତ ଗାଡ଼ି ଚଳାଚଳ ଯୋଗୁଁ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ଵାର ଦେଇ ଯାଇଥବା ଧୂମାବତୀ ନିକଟରେ। ସୂଚନା ଅନୁଯାୟୀ ଆଜି ସକାଳେ ଢେଙ୍କାନାଳ ଅଭିମୁଖେ OD-02 AK 2322 କାର ଯାଉଥିବା ସମୟରେ ଚୌଦ୍ଵାର ଧୂମାବତୀ ନିକଟରେ ଏକ ଟ୍ରକ୍ OD-35 G 2066 କାରକୁ ସାଇଟରରୁ ଶକ୍ତ ଧକା ଦେଇଥିଲା।ଚୌଦ୍ଵାର ଥାନା ପୋଲିସ ସୂଚନା ପାଇ ଟ୍ରକ୍ ଟିକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More