ବେଗୁନିଆ ବ୍ଲକର ଦୁଇ କନିଷ୍ଠ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ

24

Get real time updates directly on you device, subscribe now.

ଖୋର୍ଦ୍ଧା ( ସଂଘର୍ଷ ମିଡିଆ ) : ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକରେ ଦୁଇଜଣ କନିଷ୍ଠ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଯନ୍ତ୍ରୀ କରୋନାରେ ଆକ୍ରାନ୍ତ ହେବା ଜଣାପଡିବା ପରେ ବିଡିଓ ରତିକାନ୍ତ ମିଶ୍ର ବ୍ଲକ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି । ଏହି ଦୁଇଜଣ କନିଷ୍ଠ ଯନ୍ତ୍ରୀ ହୋମ ଆଇସୋଲେସନରେ ରହିଥିବା ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More