ବେକରେ ଦଉଡି ଦେଇ ନାବାଲିକାଙ୍କ ଆତ୍ମହତ୍ୟା ଅଭିଯୋଗ, ମୃତ୍ୟୁର କାରଣ ଅସ୍ପଷ୍ଟ

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବେକରେ ଦଉଡି ଦେଇ ନାବାଲିକାଙ୍କ ଆତ୍ମହତ୍ୟା ଅଭିଯୋଗ, ମୃତ୍ୟୁର କାରଣ ଅସ୍ପଷ୍ଟ । ମିଳିଥିବା ସୂଚନା ମୁତାବକ ଚନ୍ଦନ ପୁର ପ୍ରଧାନ ସାହିରେ ଜଣେ ନାବାଳିକା ନିଜ ଶୋଇବା ଘରେ ଆଜି ଭୋରୁ ଭୋରୁ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଜୋଗକୁ ଆଧାର କରି ଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଁଛି ମୃତା ନାବାଳିକାର ମୃତ ଦେହକୁ ଜବତ କରି ବ୍ୟବଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି. ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି । ଆଜି ଭୋର 6ଟା ବେଳେ ପରିବାର ଲୋକେ ନାବାଳିକା ଶୋଇଥିବା ଘର ଭିତରେ ଫ୍ୟାନରେ ଦଉଡି ଲଗାଇ ନାବାଳିକା କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ସଙ୍ଗେ ସଙ୍ଗେ ପରିବାର ଲୋକେ ଚନ୍ଦନପୁର ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଁଛି ଥିଲା ଓ ମୃତ ଦେହକୁ ଜବତ କରିଥିବା ଜଣାପଡିଛି. ତେବେ ବର୍ତ୍ତମାନ ସୁଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More