ବେଆଇନ ବାଣ ଜବତ

15

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ବେଆଇନ ଭାବେ ବାଣ ତିଆରି କରିବା ଏବଂ ସେଗୁଡ଼ିକୁ ବିକ୍ରି କରିବା ଅଭିଯୋଗରେ ଜଗତପୁର ପୋଲିସ ସ୍ଥାନୀୟ ଅଞ୍ଚଳରେ ରେଡ଼ କରିଛି । ବାଣ ତିଆରି ପାଇଁ ପରିଚୟ ଲାଭ କରିଥିବା ସ୍ଥାନୀୟ ପଦ୍ମପୁର ଓ ତ୍ରିଲୋଚନପୁର ଅଞ୍ଚଳରେ ରେଡ଼ ପୋଲିସ ମୋଟ 6 ଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି । ଏହା ସହ ପ୍ରାୟ 4 ଲକ୍ଷ ଟଙ୍କାରୁ ଉର୍ଦ୍ଦ ମୂଲ୍ୟର ବାଣକୁ ଜବତ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ଖବର ପାଇଁ ଆଜି ଭୋରୁ ବିଭିନ୍ନ ସ୍ଥାନରେ ରେଡ଼ କରିଥିଲା ଜଗତପୁର ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More