ବୃକ୍ଷରୋପଣ କାର୍ଯ୍ୟ ଚାଲିଥିବା ବେଳେ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ , ୨ ଆହତ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ସାଲେପୁର ଥାନା ରାଘବପୁରଗ୍ରାମ ହନୁମାନଙ୍କ ମନ୍ଦିର ନିକଟରେ ବାଲିସାହି ଗ୍ରାମର ଦୁର୍ଯ୍ୟୋଧନ ବେହେରା ଗଛ ଲଗାଉଥିବା ଓ ରାଘବପୁର ଗ୍ରାମର ପ୍ରଭାତ କୁମାର ବେହେରା ରାସ୍ତାରେ ଛିଡ଼ା ହୋଇ ଗଛଲଗା କାର୍ଯ୍ୟ ଦେଖୁଥିବାବେଳେ ବାଲିସାହି ଗ୍ରାମର ପବନ ଦେହୁରୀ, ଦେବ ଦେହୁରୀ, ରାଜା ଦେହୁରୀ ଓ ନଟବର ଦେହୁରୀ କୈଣସି କାରଣ ନଥାଇ ସଂଘବଦ୍ଧ ହୋଇ ସେଠାରେ ପହଞ୍ଚି ଟାଙ୍ଗିୟା କଟୁରୀ ଲୁହାରଡ଼ରେ ଆଦିରେ ମାରଣାସ୍ତ୍ରରେ ଦୁର୍ଯ୍ୟୋଧନ ଓ ପ୍ରଭାତକୁ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି।ଏନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି।ପୁଲିସ ଘଟଣାର ତଦନ୍ତ ଚାଲୁରଖିଛି । ଆକ୍ରମଣକାରୀ ଫେରାର ଥିବା ଜଣାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More