ସାଲେପୁର(ସଂଘର୍ଷ ମିଡିଆ ) :କଟକ ଜିଲ୍ଲାର ସାଲେପୁର ବ୍ଲକ ପିକୋଳପଞ୍ଚାୟତ ର ସିମଲପଡ଼ା ଠାରେ ଉତ୍ସାହିଯୁବକ ମାନଙ୍କୁ ନେଇ ଆସ ଆସ ଗଛଲଗାଇବା କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ ଅନୁଷ୍ଠିତହୋଇଯାଇଛି।ମୌଲାନାଙ୍କ ନେତୃତ୍ୱରେ ବସନ୍ତ ରାଉତରାୟ,ସୁନୀଲ ସିଂ,ଏସ କେ ସାଜିଦ ଅଲି,ଏମଡି କାସିମ,ହରି ବାରିକ,ଏସ କେ ନାକୀବ ଅହମଦ,ମାନସ ରଞ୍ଜନ ମଲ୍ଲିକ,ବଟ ମଲ୍ଲିକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳକରିଥିଲେ ।