ବିଶ୍ୱ ପାଇଖାନା ଦିବସ ପାଳିତ

21

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ଶ୍ରୀମାଲ ପ୍ରାଥମିକ ବିଦ୍ୟାଳୟ ଠାରେ କଣ୍ଟାମାଳ ବ୍ଲକ ବିଆରସି ଅର୍ଜୁନ ଦାସଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପାଇଖାନା ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ମାଷ୍ଟର ଟ୍ରେନର ରଞ୍ଜନ ପାତ୍ର ଯୋଗ ଦେଇ ବିଶ୍ଵ ପାଇଖାନା ଦିବସ ଓ ପାଇଖାନା ନିର୍ମାଣ, ପାଇଖାନା ବ୍ୟବହାର, ପାଇଖାନା ସଫେଇ ଉପରେ ବକ୍ତବ୍ୟ ରଖିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଘନଶ୍ୟାମ ବାଘ ଧନ୍ୟବାଦ ଦେଇଥିଲେ । ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଲମ୍ବୋଦର ମିର୍ଦ୍ଧା, ରଞ୍ଜିତା କହଁର, ପୁଷ୍ପାଞ୍ଜଳି ବେହେରା, ପରମେଶ୍ବର ରଣା, ଅଙ୍ଗନବାଡି କର୍ମୀ ସଂଗୀତା ବେହେରା ସ୍ୱଚ୍ଛାଗ୍ରାହୀ ଶ୍ରୀହରୀ ବାଘ ପ୍ରମୁଖ ସହଯୋଗ କରିଥଲେ । ଏହି ଅବସରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ଵଚ୍ଛତାରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More