ବିଶ୍ଵହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମାବେଶ

17

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ): କେନ୍ଦ୍ରାପଡ଼ା ଜିଲ୍ଲା ବିଶ୍ଵହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରୋଶ୍ଵତି ବଳିଦାନ ଦିବସ ଉପଲକ୍ଷେ ସମାବେଶ କରଯାଇଥିଲା। ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସଙ୍ଗଠନର ମନ୍ତ୍ରୀ ମାନନୀୟ ଆନନ୍ଦ ଜୀ ବିଶ୍ଵହିନ୍ଦୁ ପରିଷଦ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ବାନାମ୍ବର ସାହୁ ବିଶ୍ଵହିନ୍ଦୁ ପରିଷଦ କାର୍ଯ୍ୟକରତା ସଭାପତି ଉପେନ୍ଦ୍ର ନାଥ ତ୍ରିପାଠୀ, ବିଶ୍ଵହିନ୍ଦୁ ପରିଷଦ କାର୍ଯ୍ୟ କରତାସହ ସମ୍ପାଦକ ବିରେନ୍ଦ୍ର କୁମାର ସାମଲ ବିଶ୍ଵହିନ୍ଦୁ ପରିଷଦ କାର୍ଯ୍ୟ କରତା ଧର୍ମ ପ୍ରଚାର ପ୍ରସାର ପ୍ରମୁଖ ଚିତ୍ତରଞ୍ଜନ ଖୁଣ୍ଟିଆ ଓ ମାର୍ଶାଘାଇ ପ୍ରଖଣ୍ଡ ଟୋଲି ଓ ମହାକାଳପଡା ପ୍ରଖଣ୍ଡ ଟୋଲି ସଦ୍ୟସମାନେ ଉପସ୍ଥିତ ଥିଲେ। ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ଆଲୋଚନା କରିଥିଲେ ଦେଶରେ ମହାମାରି କରନା ଦାଉରୁ ରକ୍ଷା ପାଇବା ପାଇଁ ସଚେତନର ବାତା ଦେଇଥିଲେ ଓ ସମସ୍ତଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More