ବିଶ୍ବ ମିତବ୍ୟୟିତା ଦିବସ ପାଳିତ

21

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଆଜି ହେଉଛି ବିଶ୍ବ ମିତବ୍ଯୟିତା ଦିବସ । ମିତବ୍ୟୟୀ ହୋଇ ସଞ୍ଚୟ କରିବା ନିମନ୍ତେ ଆଜିର ଦିନ ଦିଏ ବାର୍ତ୍ତା । ଏହି ଅବସରରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ଚନ୍ଦ୍ର ନାଥଶର୍ମା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ଓ ନିକଟସ୍ଥ ଗ୍ରାମାଞ୍ଚଳରେ ବୁଲିବା ସହ ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା ବାର୍ତ୍ତା ଆଜି ପ୍ରଦାନ କରିବ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ, ରାଜସ୍ବ ସହାୟକ ଶ୍ରୀ ଦିପ୍ତି ପ୍ରକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀରୁ କ୍ୟାମେରା ପାର୍ଶନ ରଂଜିତ ପଟଣାୟକଙ୍କ ସହ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More