ବିଳମ୍ବିତ ରାତ୍ରରେ ମହିଳାଙ୍କୁ ଧମକ, ଥାନାରେ ଅଭିଯୋଗ

29

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : -ଜଗତସିଂହପୁର ଥାନା ଅନ୍ତର୍ଗତ କାଠିଆପଡା ଗ୍ରାମରେ ଜଣେ ମହିଳାଙ୍କୁ ଜୀବନରେ ମାରିଦେବାକୁ ଧମକ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି।କାଠିଆପଡା ଗ୍ରାମର ଭାରତୀ ମହାପାତ୍ର ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି କି ତାଙ୍କ ସ୍ୱାମୀ ମରିଯିବା ପରଠାରୁ ସେହିଗାଓଁର କିଛି ବ୍ୟକ୍ତି ଜୀବନରେ ମରିଦେବା ପାଈଁ ବିଭିନ୍ନ ସମୟରେ ହଇ ରାଣ ହର କତ କରିବା ସହ ଗତକାଲି ବିଳମ୍ବିତ ରାତିରେ କବାଟ ବାଡେଇ ଅଶ୍ଲୀଳ ଭାଷାରେ ଗଲି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ତେବେ ଜଗତସିଂହପୁର ପୋଲିସ ଭାରତୀଙ୍କ ଠାରୁ ଅଭିଯୋଗ ପାଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିବା ଦେଖିବାକୁ ମିଳିଛି।ଭାରତୀ ଗଣମାଧ୍ୟମ କୁ କହିଛନ୍ତି ଯଦି ମୋତେ ନ୍ୟାୟ ନମିଳେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More