ବିରେନ୍ଦ୍ର ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍କୁଲର ସାମଗ୍ରି ନେଇ ଫେରାର

11

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଏକାତରା ଗ୍ରାମରେ ଥିବା ବୀଣାପାଣୀ ଉଚ୍ଚ ସରକାରି ବିଦ୍ୟାଳୟ ଏକାତରା ସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ସାହୁ ଦିନ ୧୨ଟା ସମୟ ରେ ସ୍କୁଲର ସାମଗ୍ରୀ ଧରି ଘରକୁ ଫେରାର୍ ।ଏ ବିସୟରେ ସ୍କୁଲର ସଭାପତି କହିଛନ୍ତି ଯେ ଅବସର ପ୍ରାତ ପ୍ରଧାନ ଶିକ୍ଷକ ସ୍କୁଲର କମିଟିକୁ ନପଚାରି କେମିତି ନେବେବୋଲି କହିଛନ୍ତି ଏବଂ ଗତ ମେ ମାସରେ ଅବଶର ନେଇ ଥିବା ବେଳେ ଆଜି ପର୍ଯ୍ୟନ୍ତ କରୁଛନ୍ତି ସ୍କୁଲରେ କଣ କରୁଛନ୍ତି ।ଏପଟେ ପ୍ରଧାନ ଶିକ୍ଷକ କହିଛନ୍ତି ମୋଘରେ ଏମ୍ଡ଼ିଏମ ଚାଉଳ ମୁଁ ରଖିଛି କିଛି ତ ଅଶୁଵିଧା ହଉନି । ଏସମଗ୍ରି ମୁଁ ରଖିଲେ ମୋର କଣ ହେବ ଓ ମତେ କିଏ କଣ କରିବ । ଏଇଠି ଭଲ ଭାବରେ ଜଣା ପଡୁଛି ଯେ ପ୍ରଧାନ ଶିକ୍ଷକଙ୍କ ବଙ୍ଗଗିରି କରୁଥିବା ଜଣାପଡ଼ିଛି ।ଆଇନ ନିୟମ ଅନୁଯାୟୀ କେତେ ଦୂର ଯୁକ୍ତିଯୁକ୍ତ । ଏ ବିସୟରେ ତୁରନ୍ତ ଦୃଢ କାର୍ଯ୍ୟନୁଷ୍ଠାନ ନିଆଜାଉ ବୋଲି ଅଭିେଯାଗ କରି କହିଛନ୍ତି ସ୍କୁଲ କମିଟି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More