ବିରୂପା ନଦୀରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

11

Get real time updates directly on you device, subscribe now.

ଟାଙ୍ଗି ମଙ୍ଗୁଳି (ସଂଘର୍ଷ ମିଡିଆ): – କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ବିରୂପା ନଦୀ ରେ ଏକ ଅଜଣା ଯୁବକଙ୍କ ମୃତ ଦେହ ପାଣିରେ ଭାଷୁଥିଲା l ଏହି ମୃତ ଦେହ ପାଣିରେ ଭାଷୁଥିବା ଦେଖି ସ୍ଥାନୀୟ ଲୋକେ ଜଗତପୁର ଥାନାକୁ ଖବର ଦେଇଥିଲେ l ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଗଳିତ ମୃତ ଦେହକୁ ଦେଖି ଚୌଦ୍ୱାର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଦୀର୍ଘ ଦେଢ଼ ଘଣ୍ଟାରୁ ଉର୍ଦ୍ଧ ପରିଶ୍ରମ ପରେ ମୃତ ଦେହକୁ କୂଳକୁ ଆଣି ଶବ ବ୍ୟବଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି l ଜଗତପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More