ବିରିଡ଼ି ପୋଲିସକୁ ଦୃବୁତ୍ତଙ୍କ ଖୋଲା ଚ୍ୟାଲେଞ୍ଜ, ଲୁଟି ନେଲେ ମୋବାଇଲ

11

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ ) : ଗତ କିଛି ଦିନ ତଳେ ବିରିଡ଼ି ଥାନା ଅଧିନସ୍ଥ ଵାଲିଆ ବଜାରୁ ଏକ କମ୍ପ୍ୟୁଟର ଦୋକାନରୁ ଦୃଵୁତ୍ତ ମାନେ ଦୋକାନ ଭାଙ୍ଗି କଳାକନା ବୁଲାଇ ଦେଇଥିଲେ । ଠିକ୍ ଏକାଭଳି ଗତକାଲି ଅଣଖିଆ ବଜାରରେ ଥିବା ଏକ ମୋବାଇଲ୍ ଦୋକାନରୁ ଦ୍ରୁଵୁତ୍ତ ମାନେ ଦୋକାନ ସ୍କାଏଲାଇଟ ଭାଙ୍ଗି ଦୋକାନରେ ଥିବା ମୋବାଇଲ ନେବାସହ କିଛି ସରକାରୀ କାଗଜପତ୍ର ମଧ୍ୟ ପୋଡ଼ି ନଷ୍ଟ କରିଦେଇଛନ୍ତି । ପ୍ରତିଦିନ ଭଳି ଆଜି ମଧ୍ୟ ଦୋକାନ ମାଲିକ ଦୋକାନ ଖୋଲିବାକୁ ଆସି ଦେଖିଲେ ଦୋକାନରେ କୌଣସି ଜିନିଷ ନାହିଁ, କିଛି ସରକାରୀ କାଗଜପତ୍ର ମୋବାଇଲ୍ ବିଲ୍ ଅନ୍ୟ କାଗଜପତ୍ର ଦ୍ରୁଵୁତ୍ତ ମାନେ ନିଆଁ ଲଗେଇ ପୋଡ଼ି ଦେଇଥିଲେ। ଏଘଟଣା ଦେଖି ତୁରନ୍ତ ବିରିଡ଼ି ଥାନାକୁ ଯାଇ ଅଭିଯୋଗ କରିଵାପରେ ଜଗତସିଂହପୁର ଏସ୍ ଡି ପିଓ ରମେଶ ସିଂ ଓ ସାଇଣ୍ଟିଫିକ୍ ଟିମ୍ ଏବଂ ବିରିଡ଼ି ପୋଲିସ ମିଳିତ ଭାବେ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଥିବା ସିସି କ୍ୟାମେରାକୁ ଯାଞ୍ଚ କରିବା ଆରମ୍ଭ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More