ବିରାଟ ଅଜଗର ସାପ ଘରୁ ଉଦ୍ଧାର

15

Get real time updates directly on you device, subscribe now.

ରାଜଗାଙ୍ଗପୁର (ସଂଘର୍ଷ ମିଡିଆ) : – ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ବ୍ଲକ ଅଧିନସ୍ତ ପେରୁଆଭାଡ଼ି ଅନ୍ତର୍ଗତ ଘୋଘର ରୋଡ ନିକଟସ୍ଥ ଅଗ୍ନିଶମ ବିଭାଗୀୟ କାର୍ଯ୍ୟାଳୟ ପଛପଟ ଘରୁ ଏକ ବିରାଟ କାୟ ପ୍ରାୟ ୯ ଫୁଟ ଲମ୍ବର ଅଜଗର ସାପ ଯୁବକ ନିଜେ ଧରିଥିଲେ l ଉକ୍ତ ଅଜଗର ସାପଟିକୁ ଏକ ଟିଣ ବାକ୍ସ ଭିତରେ ରଖି l ଝଗରପୁର ସରପଞ୍ଚଙ୍କୁ ଅବଗତ କରାଇଥିଲେ । ଝଗରପୁର ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ l ବନ ବିଭାଗ ଖବର ପାଇ ଉକ୍ତ ଅଜଗର ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେବେ ବୋଲି ସୂଚନା ଦେଇଥିଲେ l ଉକ୍ତ ସାପଟିକୁ ଦେଖିବାକୁ ଆଖ ପାଖ ଅଞ୍ଚଳର ଲୋକମାନଙ୍କର ଭିଡ ଲାଗିଥିବା ପରିଲକ୍ଷିତ ହୋଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More