ବିଭିନ୍ନ ସଂଘଠନ ଦ୍ୱାରା ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

12

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ଆଦିବାସୀ ସଙ୍ଘ ଓ ମା ମଉଳି ମା ଥାପି ମିସ୍ତ୍ରୀ ସଙ୍ଘ ଦ୍ୱାରା ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି । ମାଲକାନଗିରି ଜିଲ୍ଲା ଆଦିବାସୀ ସଙ୍ଘ ଦ୍ୱାରା ମାଥିଲି ସାପ୍ତାହିକ ହାଟ ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହ, ମାଥିଲି ଗୋଷ୍ଟୀଉନୟନ ଅଧିକାରୀ ତଥା ମାଥିଲି ତହସିଲଦାରଙ୍କୁ ମାନ୍ୟବର ମୁଖମନ୍ତ୍ରୀ ଉଦଶ୍ୟରେ ଦାବୀ ଜଣାଯାଇଛି । ସେହିପରି ମାଥିଲି ଥାପି ମିସ୍ତ୍ରୀ ସଙ୍ଘଠନ ଦ୍ୱାରା ଶହୀଦ ଲକ୍ଷ୍ମଣ ନାୟକ ଭବନ ଠାରୁ ଏକ ସଭାଯାତ୍ରା କରାଯାଇ ବି. ଡି. ଓ. ଓ ତହସିଲଦାରଙ୍କୁ ଦାବୀ ଜଣାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More