ବିଭିନ୍ନ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

46

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଓଡ଼ିଶା ରେଗୁଲେସନ-୨,୧୯୫୬କୁ ସଂଶୋଧନକରି ଅନୁସୂଚୀତ ଜନଜାତି ଆଦିବାସୀ ମାନଙ୍କ ଜମିକୁ ଅଣ- ଆଦି ବାସୀମାନଙ୍କୁ ବିକ୍ରି କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିବାରୁ ଏହାକୁ ସମ୍ପୂର୍ଣ ଭାବେ ପ୍ରତ୍ୟାହାର କରିବା ଦାବିରେ ଆଦିବାସୀ ମୁଲବାସି ବଞ୍ଚାଅ ମଞ୍ଚ, ସୁନ୍ଦରଗଡ ଜିଲ୍ଲା ସରପଞ୍ଚ ସଂଘ ,ଓ JMM ସୁନ୍ଦରଗଡ ଜିଲ୍ଲା, ମିଳିତ ଭାବେ ବିସ୍ରା ଛକରୁ ରିଂରୋଡ଼ ହେଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଶାଳ ରାଲି ଏବଂ ଗଣ ଧାରଣା ପ୍ରତିବାଦରେ ବାହାରି ବିରୋଧ ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More