ବିବାହ ଦୁଇ ମାସ ପରେ ନବବଧୂକୁ ହତ୍ୟା ଅଭିଯୋଗ

12

Get real time updates directly on you device, subscribe now.

ଏରସମା(ସଂଘର୍ଷ ମିଡିଆ ) : – ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ର କଳାବେଦୀ ଗ୍ରାମର ଶେଖ ରମଜାନ ଙ୍କ ପୁଅ ଶେଖ ଆଜଗର ଜପା ପଞ୍ଚାୟତ ର ଝାଟିପାରୀ ଗ୍ରାମର ଶେଖ ନୁର ହୁସେନ ଙ୍କ ଏକମାତ୍ର ଝିଅ ନୁରଜାନ ବିବି ଙ୍କୁ ବ୍ୟଦିକ ରୀତିନୀତି ଅନୁଯାଇ ବିବାହ କରିଥିଲେ , ବିବାହ ମାତ୍ର ଦୁଇ ମାସ ପରେ ଯୌତୁକ ଜନିତକୁ ନେଇ ହତ୍ୟା କରାଯାଉଥିବା ସନ୍ଦେହ l ସୂଚନାରୁ ପ୍ରକାଶ ବିନା ଡିମାଣ୍ଡ ରେ ବାହାଘର କରିଥିଲେ l କିନ୍ତୁ ଝିଅ ଘର ଵାଲା 50ହଜାର ଟଙ୍କା ଦେଇଥିଲେ l ମାସକ ପରେ ବାଇକ ପାଇଁ ଡିମାଣ୍ଡ କରି ନିର୍ଯାତନା ଦିଆଯାଉଥିଲା l ବର୍ତମାନ ସାଇଣ୍ଟିଫିକ ଟିମ ତଦନ୍ତ ଚାଉଛି ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣାପଡିବ ବୋଲି ଏରସମା ଥାନା ପକ୍ଷରୁ ସୂଚନା ଦିଆଯାଇଛି l ଏ ନେଇ ବାପା ପୁଅ ଙ୍କୁ ଏରସମା ଥାନାରେ ଅଟକ ରଖାଯାଇଛି l ଏରସମା ରୁ ବଳରାମ ଜାନା ଙ୍କ ରିପୋର୍ଟ୍ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More