କଳାହାଣ୍ଡି(ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ଅନ୍ତର୍ଗତ ମୂସାପାଲୀ ପଞ୍ଚାୟତ ଗହନା ମୁଣ୍ଡା ଗ୍ରାମଠାରେ ଏକ ବିଦ୍ୟୁତଖୁଣ୍ଟରେ ବିଦ୍ୟୁତ ପ୍ରବାହ ହେଉଥିଲା । ଏହାରି ସଂସ୍ପର୍ଶରେ ଆସି ବଲଦର ମୃତ ଘଟିଛି। ବିଦ୍ୟୁତ ବିଭାଗର ଅବହେଳା ହେତୁ ବଳଦର ମୃତୁ ହୋଇଛି । ଏହିଭଲି ବିଦ୍ୟୁତ୍ ବିଭାଗର ଅବହେଳା ନୂଆ ନୁହେଁ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ଆଘାତରେ ଗୋରୁ ଗାଇର ମୃତ୍ୟୁ ହେଉଛି। ଜନସାଧାରଣ ବିଦ୍ୟୁତ ବିଦ୍ଭାଗକୁ ବାରମ୍ଵାର ଏ ସଂପର୍କରେ ଦୃଷ୍ଟି ଆଣୁଥିଲେ ମଧ୍ୟ ବିଭାଗର ନିଦଦ୍ଭାଙ୍ଗୁନାହିଁ । ବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ଆହୁରି କେତେ ଜିବ ଜନ୍ତୁ ବିଦ୍ୟୁତ ସ୍ପର୍ଶ ରେ ଆସି ଅକାଳରେ ମୃତ ବରଣ କରିବା ଏ ସମ୍ଭାବନାକୁ ଏଡ଼େଇ ଦିଆଯାଇନପାରେ । ଘଟଣାକୁ ନେଇ ଗ୍ରାମରେ ବିଦ୍ୟୁତ ବିଭାଗ ଉପରେ ଆକ୍ରୋଶ ମନଭାବ ଦେଖାଦେଇଛି । ବର୍ତ୍ତମାନ ନିୟୁଜ ପ୍ରସାରଣ ହେଲା ପରେ ବିଦ୍ୟୁତ ବିଭାଗ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ବାକି ରହିଲା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତଙ୍କ ସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।