ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ଛାତ୍ରଛାତ୍ରୀ

13

Get real time updates directly on you device, subscribe now.

ଆଙ୍କର- ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟ ଗୁଡିକୁ ଚାକଚକ୍ୟ କରିବା ସହିତ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଅତ୍ୟାଧୁନିକ ପାଠାଗାର ଓ ଉର୍ଣ୍ଣତ ମାନର ଶୈଚାଳୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ।
ଦେଖନ୍ତୁ ଏହି ଦୃଶ୍ୟକୁ । ଏ ହେଉଛି ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଞ୍ଚାୟତ ମାଟିଆପଡା ଅପଗ୍ରେଡ଼ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ଯେଉଁଠି ପାଠ ପଢା ଲାଗି ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନ ଥିବାରୁ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅଭିଭାବକ ଅନିର୍ଦିଷ୍ଟ ସମୟ ପାଇଁ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି l
ବିଦ୍ୟାଳୟ ର ହାନିଲାଭ ଅଭାବ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଅପନ୍ତରା ହୋଇ ପଡ଼ି ରହିଥିବା ବିଦ୍ୟାଳୟ ର କଳାକାରନା କାଳେ ପଦାରେ ପଡିଯିବ ସେଇଥିପାଇଁ ସାମ୍ବାଦିକ ମାନଙ୍କୁ ବିଦ୍ୟାଳୟ ଯିବାକୁ ବାରଣ କରୁଥିଲେ ବିଭାଗୀୟ ଅଧିକାରୀ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More