କଟକ(ସଂଘର୍ଷ ମିଡିଆ ) : ରାଜ୍ୟ ବିଜୁ ଜନତା ଦଳର ସାଂଗଠନିକ ସମ୍ଫାଦକ ତଥା ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଶୁଭ ଜନ୍ମଦିନ ଉପଲକ୍ଷେ ରାଜ୍ୟ ବିଜୁ ଜନତା ଦଳ ଯୁଗ୍ମ ସମ୍ଫାଦକ ପୁଲକ ମହାନ୍ତିଙ୍କ ଆଦେଶ କ୍ରମେ ନିଆଳୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜାଗାରେ ବୃକ୍ଷରୋପଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜୁ ଯୁବ,ଛାତ୍ର ସଂଗଠକ ସିଦ୍ଧାନ୍ତ ମହାନ୍ତି ଙ୍କ ସମେତ ବହୁ ଯୁବ ଛାତ୍ର ଉପସ୍ଥିତ ଥିଲେ । କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।