ବିଜେପି ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

13

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ ) : ଦେବୀ ନଦୀ କୂଳେରେ ବସବାସ କରୁଥିବା ବିରିଡି ବ୍ଲକ ୨୨ମୌଜା ଉକୁନ୍ଦରା ପଞ୍ଚାୟତର ଅଲିପଡା ଓ ଖରଭଙ୍ଗା ଗ୍ରାମର ୧୦୦ରୁ ଉର୍ଦ୍ଧ ପରିବାରଙ୍କୁ ବିଜେପି ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସଂପାଦିକା ସ୍ମିତା ପ୍ରଧାନ,ଅବିସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ବେହେରା,ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ସାହୁ, ବାମଦେବ ମଲ୍ଲିକ୍, ରଞ୍ଜିତ କୁମାର ଲେଙ୍କା, ବଣ୍ଟି ପାତ୍ର ,ତପନ ପାତ୍ର ପମୁଖ ପ୍ରତି ପରିବାରଙ୍କ ପାଖକୁ ଯାଇ ଚୁଡା,ଚିନି,ବିସ୍କୁଟ, ଅମୁଲ୍ ଆଦି ବଣ୍ଟନ କରିଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More