ବିଜେପି ପକ୍ଷରୁ କୃଷକ ସମାବେଶ ଅନୁଷ୍ଠିତ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ସାଲେପୁର ନିର୍ବାଚନ ମଣ୍ଡଳୀର ମଧୁମଣ୍ଡପ ପରିସରରେ ବିଜେପି ପକ୍ଷରୁ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ରାଜ୍ୟ ବିଜେପି ସଭାପତୀ ସମୀର ମହାନ୍ତି, କଟକ ଜିଲ୍ଲା ବିଜେପି ସଭାନେତ୍ରି ଜାଜ୍ଞସିନୀ ଜେନା, ରାଜ୍ୟ କୃଷମ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ କର୍ଯ୍ୟକାରେଣୀ ସଭ୍ୟ ସରଦା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଯୋଗ ଦେଇ ମୋଦି ସରକାରଙ୍କ ୨ୟ ପାଳି ର ୩ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର ସେବା, ସୁଶାସନ ଓ ଗରିବ ମାନଙ୍କ ପାଇଁ ସମର୍ପିତ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଜନତା ଙ୍କୁ ସମ୍ବୋଧିତ କରିଥିଲେ । ମୋଦି ସରକାରଙ୍କ କଯ୍ୟକାଳରେ କୃଷି ଓ କୃଷକଙ୍କ ଉନ୍ନତିପାଇଁ ବହୁ ଯୋଜନା ମଧ୍ୟ ପ୍ରଣୟନ କରାଯାଇଥିବା ରାଜ୍ୟ ସଭାପତି କହିଥିଲେ। ଏହି କାଯ୍ୟକ୍ରମରେ ରାଜ୍ୟ ସଭାପତି ବହୁ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More