ବିଜେଡି ବରିଷ୍ଟ ନେତାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

12

Get real time updates directly on you device, subscribe now.

ରାଜଗାଙ୍ଗପୁର(ସଂଘର୍ଷ ମିଡିଆ) : – ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ବିଜେଡିର ବରିଷ୍ଟ ନେତା ଶ୍ରୀ ଜୟନ୍ତ ମହାନ୍ତି ଝାରସୁଗୁଡାରୁ ନିଜ ଘର ରାଜଗାଙ୍ଗପୁର ଫେରୁଥିବା ବେଳେ ବାମରା ସ୍ଥିତ ସାହାସପୁର ରାସ୍ତାରେ ହଟାତ ତାଙ୍କ କାର ଓଲଟି ଯାଇଥିଲା ଜୟନ୍ତଙ୍କ ସହିତ ଥିବା ସୁନ୍ଦରଗଡ଼ରୁ ଯାଇଥିବା ବିଜେଡି କର୍ମୀଙ୍କୁ ସାମନ୍ୟ ଚୋଟ ଆସିଥିଲା l ପରିବାର ଲୋକେ ଏହାର ଖବର ପାଇ ଘଟଣା ସ୍ଥଳକୁ ପହଂଚିଥିଲେ l ଜୟନ୍ତ ମହାନ୍ତି ଜଣେ ବ୍ୟବସାୟୀ ଏବଂ ଏଲ ଆଇ ସି କମ୍ପାନୀରେ ସିନିଅର ପୋଷ୍ଟ ଦାଇତ୍ୱ ତୁଲାଉଥିଲେ l ତାଙ୍କ ମୃତ୍ୟୁ ବିଜେଡି ଦଳକୁ ବହୁ କ୍ଷତି ଘଟିଛି ବୋଲି ଦଳୀୟ ସଦସ୍ୟଙ୍କ ମାଧ୍ୟ୍ୟରେ ଆଲୋଚନା ଚାଲିଛି l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More