ବିଜେଡି ଉପସଭାପତି ପଦରୁ ବିଦା ହେଲେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ

27

Get real time updates directly on you device, subscribe now.

ଭୁବନେଶ୍ୱର(ସଂଘର୍ଷ ମିଡିଆ) : ବିଜେଡି ଉପସଭାପତି ପଦରୁ ମଙ୍ଗଳବାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ  ବିଦା କରାଯାଇଛି। ଉପସଭାପତି ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More