ବିଜୁ ଶ୍ରମିକ ସାମୁଖ୍ୟର ମଙ୍ଗ ଧରିଲେ ଶ୍ରମିକ ନେତା ନବକିଶୋର

14

Get real time updates directly on you device, subscribe now.

ଭୁବନେଶ୍ୱର(ସଂଘର୍ଷ ନିଉଜ୍) : ବିଜୁ ଶ୍ରମିକ ସାମୁଖ୍ୟ ର ପ୍ରଥମ ବୈଠକ ଇତିମଧ୍ୟରେ ସାମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ସମିଳନୀ ରେ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା କଟକ ମେୟର ସୁବାଷ ସିଂ ଯୋଗ ଦେଇ ସାମୁଖ୍ୟର ଶ୍ରମିକଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଥିବା ବହୁବିଧ କାର୍ଯ୍ୟ ବିଷୟରେ ଆଲୋକପାତ କରିଥଲେ ।ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ , ଉତ୍ତର ବିଧାୟକ ସୁଶାନ୍ତ ରାଉତ ,ମଧ୍ୟ ବିଧାୟକ ଅନନ୍ତ ଜେନା ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ପାଇଁ କରୁଥିବା ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଶେଷରେ ଭୁବନେଶ୍ୱର ଜିଲା ବିଜୁଶ୍ରମିକ ସାମୁଖ୍ୟ ର ସଭାପତି ଭାବେ ସର୍ବସମତ ଭାବେ ବରିଷ୍ଠ ଶ୍ରମିକନେତା ନବକିଶୋର ମହାନ୍ତି ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More