ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ଲୋକାର୍ପିତ

11

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ଲୋକାର୍ପଣଉତ୍ସବ….ଉତ୍ସବ ହୋଇଯାଇଛି । କେନ୍ଦ୍ରାପଡ଼ା ପୌର ପରିଷଦ ତରଫରୁ ଏହି ଲୋକାର୍ପଣ ଉତ୍ସବ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନ କରିଥିଲେ -ମାନ୍ୟବର ମନ୍ତ୍ରୀ ଶିଳ୍ପ, ଉଦ୍ୟଗ -ଉଦ୍ୟମ ବିଭାଗ-ଶ୍ରୀ ପ୍ରତାପ କେଶରୀ ଦେବ,ମାନ୍ୟବର ମନ୍ତ୍ରୀ ଖାଉଟି କଲ୍ୟାଣ ଓ ସମବାୟ -ଶ୍ରୀ ଅତନୁ ସବ୍ୟ ସାଚି ନାୟକ, ମାନ୍ୟବର ସାଂସଦ ଅନୁଭବ ମହାନ୍ତି, ମାନ୍ୟବର ବିଧାୟକ କେନ୍ଦ୍ରାପଡ଼ା ଶ୍ରୀ ଶଶିଭୂଷଣ ବେହେରା, ମାନ୍ୟବର କେନ୍ଦ୍ରାପଡ଼ା ଜିଲ୍ଲାପାଳ -ଶ୍ରୀ ଅମ୍ରିତ ଋତୁ ରାଜ ସାର, କେନ୍ଦ୍ରାପଡ଼ା DRDA ଚେୟାରମ୍ୟାନ ଗୀତା ସେଠୀ,କେନ୍ଦ୍ରାପଡ଼ା ପୌର ଅଧକ୍ଷା ଶ୍ରୀମତି ସରିତା ସାହୁ,ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ,ଉପାଧ୍ୟାକ୍ଷା -ଆକବରୀ ଖାତୁନ -ସମସ୍ତ କାଉନସିଲ ବୃନ୍ଦ ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ମୁନ୍ସୀପାଲ୍ଟି ଅଗ୍ରଣୀ ଜାତୀୟ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଏକାଡେମୀ ଓଡିଶା । କେନ୍ଦ୍ରାପଡ଼ାରୁ ସୁନନ୍ଦା ଭୂୟାଁଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More