ବାଲୁଗାଁ ବାଣପୁର ବାଇପାସ ଓଭର ବ୍ରିଜ ଉପରେ ସଡକ ଦୁର୍ଘଟଣା, ଡ୍ରାଇଭର ଗୁରୁତ୍ତର

13

Get real time updates directly on you device, subscribe now.

ଖୋର୍ଦ୍ଧା9ସଂଘର୍ଷ ମିଡିଆ) : ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ 407 ମିନିଟ୍ରକ ବାଲୁଗାଁ ବାଣପୁର ବାଇପାସ ବ୍ରିଜ ଉପରେ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବାଣପୁର ଡ୍ରାଇଭର ମହାସଂଘର ଉପସଭାପତି ସେକ ସୌକତ ଓ ତାଙ୍କର କିଛି ଡ୍ରାଇଭର ସାଥୀଙ୍କୁ ନେଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତ୍ୱର ଅବସ୍ଥାରେ ଥିବା ଡ୍ରାଇଭରଙ୍କୁ ବାଲୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ , ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଗୁରୁତ୍ୱର ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ଜଣାପଡିଛି । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More