ବାମଦଳର ତୈଳ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦର ପ୍ରଭାବ ଶୂନ୍ୟ

28

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ରେ ଆଜି ବାମଦଳ ଦ୍ଵାରା ତୈଳ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦରଦାମ ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରାର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା। ପେଟ୍ରୋଲ ପମ୍ପ ଖୋଲା ଥିଲା। କଣ୍ଟାପଡା ବ୍ଲକରେ ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ କିନ୍ତୁ ପରିତାପର ବିଷୟ ଡାକରା ଦେଇଥିବା ବାମଦଳର କୌଣସି ନେତା କିମ୍ବା କର୍ମୀ ଉପସ୍ଥିତ ନଥିଲେ।ବାମଦଳର କୌଣସି ପ୍ରଭାବ କଣ୍ଟାପଡା ରେ ଦେଖିବାକୁ ମିଳିନଥିଲା। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More