ବାବା ଭୈରବ ଯୁବକ ସଂଘ ତରଫରୁ ରାସ୍ତା କଡରେ ଚାରା ରୋପଣ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ପୋଡ଼ାଗଡ଼ ବାବା ଭୈରବ ମନ୍ଦିର ରାସ୍ତା ଦୁଇ ପାର୍ଶ୍ଵରେ ବାବା ଭୈରବ ଯୁବକ ସଂଘ ତରଫରୁ  ୭୪ ତମ ବନ ମହୋତ୍ସବ ରେ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଚାରା ରୋପଣ କରିଥିଲେ l ଏହି ଅବସରରେ ପ୍ରକୃତି ବନ୍ଧୁ, ମାଷ୍ଟର ଟ୍ରେନର ଇକୋ କ୍ଲବ ତଥା ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉମରକୋଟ  ଓ ପୋଡ଼ା ଗଡ଼ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆମ୍ବେଦକର ବିଚାର ମଞ୍ଚ ସଭାପତି ଶରତଚନ୍ଦ୍ର ପାଣିଗ୍ରାହୀ, ସୁଦର୍ଶନ ଭତ୍ରା ଯୋଗ ଦେଇ ଥିଲେ l ଚାରା ରୋପଣ ରେ ସଂଘର ସଭାପତି କେଶରୀ ସା,ନ୍ତା ସମ୍ପାଦକ ବଳି ସାନ୍ତା,କୋଷାଧ୍ୟକ୍ଷ ଅନନ୍ତ ରାମ ସାନ୍ତା,ଉପଦେଷ୍ଠା ସ୍ଵାତି ସାନ୍ତା,ସାନ ଧର ସାନ୍ତା ପ୍ରମୂଖ ଅନ୍ୟାନ୍ୟ ସଭ୍ଯ ମାନଙ୍କ ମଧ୍ୟରେ କମଳ ଲୋଚନ ସାନ୍ତା, ବସନ୍ତ ସାନ୍ତା, କୁମ ସାନ୍ତା, ସାରଡୁ ସାନ୍ତା, ଦୈତାରୀ ଗୁଣ୍ଠ।,ଅମରସିଂ ସାନ୍ତା,ଚନ୍ଦନସି ଲପଢିଆ,ନିରଞ୍ଜନ ସାନ୍ତା,ସମାନ ଦାସ ସାନ୍ତା,ସହ ସମ୍ପାଦକ ମନସିଂସାନ୍ତା,ଛବିଲାଲ ସାନ୍ତା,ଚୈତନ ସୁନା, ଲଛମନ ସୁନା, ସୁନ୍ଦର ସାନ୍ତା,ଧନର ସାନ୍ତା,
ଅଗାଧୁ ସାନ୍ତା,ତ୍ରିଲୋଚନ ସାନ୍ତା,ଇନ୍ଦ୍ର ସାନ୍ତା ପ୍ରମୁଖ ଉପସ୍ଥିତ ରହି  ୪୦୦ ଚାରା ଗଛ ରୋପଣ ରେ ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More