ବାଣପୁର ( ସଂଘର୍ଷ ମିଡିଆ ) : ବାଣପୁର ଉପ କାରାଗାରକୁ ଛୁଇଁଲା କରୋନା। ଉପ କାରାଗାରର ଜଣେ ବିଚାରଧିନ ବନ୍ଦୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜେଲ ଅଧିକ୍ଷକ କୋଶଳୀ ପଦ୍ମିନୀ ଦଳବେହେରା। ଏ’ ଖବର ଜଣା ପଡିବା ପରେ କଏଦୀଙ୍କ ମଧ୍ୟରେ ଖେଳି ଯାଇଛି ଭୟର ବାତାବରଣ।
Get real time updates directly on you device, subscribe now.

Recover your password.
A password will be e-mailed to you.