ବାଇକ ଦୁର୍ଘଟଣା ତିନି ଗୁରୁତରଙ୍କୁ ମହାନତା ଦେଖାଇଲେ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି

14

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ପାପଡାହାଣ୍ଡି ବ୍ଲକ ଜଟାବାଲ ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡାଗୁଡା ପାଖ ପେଟ୍ରୋଲ ପମ୍ପ ପାଖରେ ଆଜି ଦୁଇପହରେ ବାଇକ ଦୁର୍ଘଟଣା ହୋଇ ତିନିଜଣ ଗୁରୁତର ଆହତ ହୋଇଛନ୍ତି | ଆଜି ମାନିଗାଁ ପଞ୍ଚାୟତ ଅନ୍ତର୍ଗତ ଡ଼ାବୁଗାଁ ଗ୍ରାମର ଦୁଲବ ଭତରା ୩୮ , ଦଶମୁ ଭତରା ୪୦ ,ଗୌତମ ଭତ୍ରା ୧୦ ବର୍ଷ ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ଦେଖିବା ପାଇ ଚେରଚେଟା ହାଇସ୍କୁଲ ଖେଳ ପଡିଆ ଠାରେ ଯୋଗ ଦେଇ ନିଜ ଗ୍ରାମକୁ ଫେରିବା ସମୟରେ ଝାରମୁଣ୍ଡାଗୁଡା ପାଖ ପେଟ୍ରୋଲ ପୁମ୍ପ ପାଖ ଏକ କୋଲଭଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ | ସେହି ସମୟରେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ପ୍ରତିନିଧି ପରେଶ ଜେନା ଏବଂ ପାପଡାହାଣ୍ଡି ବ୍ଲକ ବିଜେଡି ଉପସଭାପତି ବିଭୁତି ଖସଲା ଏହା ଦେଖି ତିନି ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଇନ କରାଇ ଚିକିତ୍ସା କରାଇଥିଲେ | ସେମାନଙ୍କ ସ୍ୱାସ୍ଥ୍ୟ ବସ୍ତା ବର୍ତମାନ ଠିକ ଥିବା ଡ଼. ସୂଚନା ଦେଇଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More