ବହୁଚାରା ମାତା ପୂଜା ଅନୁଷ୍ଠିତ

14

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଠାରେ କିନ୍ନର ମାନଙ୍କ ଦ୍ୱାରା ବହୁଚାରା ମାତାଙ୍କ ପୂଜନ ଅନୁଷ୍ଠିତ ହୋଇଯାଇଛି ।
ଏହି ପୂଜାରେ ବିଭିନ୍ନ ଅଞ୍ଚଳରୁ କିନ୍ନର ମାନେ ଆସି ଯୋଗଦାନ କରି ମାଙ୍କ ଠାରେ ପୂଜାର୍ଚ୍ଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କିନ୍ନର ମାନେ କଳସ ଧାରଣ କରି ଏକ ବିରାଟ ପଟୁଆରରେ ମା ଡୋକରି ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ତାଙ୍କ ମଣ୍ଡପ ଠାରେ ପୂଜା ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ସଭାପତି କାମିନୀ କିନ୍ନର,ପାର୍ବତୀ,ବୁଲବୁଲ, ରାନୀ, ଅନନ୍ୟା, ଶ୍ରୀୟା, ମନିକା, ଯସ୍ମୀନ, ବାସନ୍ତି ପ୍ରମୁଖ ବହୁ କିନ୍ନର ମାନେ ସାମିଲ ହୋଇଥିଲେ । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More