ବଲାଙ୍ଗିର ଜିଲାରେ ୮୯ ଜଣ କାରୋନା ସଂକ୍ରମିତ, ୮୦ ସକ୍ରିୟ

11

Get real time updates directly on you device, subscribe now.

ବଲାଙ୍ଗିର ( ସଂଘର୍ଷ ମିଡିଆ ) : ଆଜି ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୭ଜଣ କରୋନା ପଜିଟିଭ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ସେଥି ମଧ୍ୟରୁ ୯ଜଣ ଭଲ ହୋଇଥିବା ବେଳେ ୮୦ଜଣ ସକ୍ରିୟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଟିଟିଲାଗଡ ବ୍ଲକ ଅଂଚଳରେ ମଙ୍ଗଳବାର ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More