ବନ୍ଧା ହେବେ ଲଫଙ୍ଗା ‘ଫୋନ୍-ପ୍ରେମିକ’: କରୋନା ସଂକ୍ରାନ୍ତ ସ୍ୱାସ୍ଥ୍ୟ ସୂଚନା ହେଲ୍ପ ଲାଇନ ନମ୍ବର ୧୦୪କୁ ଫୋନ୍ କରି କହିଥିଲେ- ଆଇ ଲଭ୍ ୟୁ

16

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ ): ଆଉ ରକ୍ଷା ନାହିଁ । ଏଥର ଫୋନ ପ୍ରେମିକଙ୍କୁ ଅପେକ୍ଷା କରିଛି ଥାନା ହାଜତ । କରୋନା ସଂକ୍ରାନ୍ତ ସ୍ବାସ୍ଥ୍ୟ ସୂଚନା, ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ହେଲ୍ପ ଲାଇନ ନମ୍ବର ୧୦୪କୁ ଫୋନ୍ କରି ସୂଚନାଦାତ୍ରୀଙ୍କୁ ‘ଆଇ ଲଭ୍ ୟୁ’ କହିଥିବା ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ରାଜଧାନୀର ସହିଦନଗର ଥାନାରେ ୩୮ ଜଣ ଏପରି ବଦମାସଙ୍କ ବିରୋଧରେ ମାମଲାରୁଜୁ କରିଛି ପୁଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More