ବଣାଇ ବିଧାୟକ ଅଙ୍ଗରକ୍ଷୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

47

Get real time updates directly on you device, subscribe now.

ସୁନ୍ଦରଗଡ଼ ( ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜିଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଙ୍ଗରକ୍ଷୀ ଗୁରୁୂବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ଅଙ୍ଗରକ୍ଷୀ ଜଣଙ୍କ ହେଉଛନ୍ତି ଡମ୍ବୁରୁ ସାହୁ (୩୩) । ସେ ହୁଣୀପଡ଼ା ଥାନା ଅନ୍ତର୍ଗତ କୁର୍ଡାସ୍ଥିତ ନିଜ ବାସଭାବନରେ ନିଜ ସର୍ଭିସ ରିଭରଭଲରୁ ଗୁଳି କରି ଆତ୍ମତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More