ବଢୁଛି ଚୋରା ମାଟି ଚାଲାଣ , ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

27

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : – କଟକ ଜିଲ୍ଲା ମାହାଙ୍ଗା ବାସୁଦେବପୁରରେ ଚାଲିଛି ବେଧଡକ ଦିନ ଦିପହରରେ ଚୋରା ମାଟି ଚାଲାଣ। ସହ ସହ ଟ୍ରିପ ମାଟି ଯାଇ ଇଟା କାମରେ ଲାଗୁଛି। ପ୍ରଶାସନ ଓ ମାଫିଆଙ୍କ ଭିତରେ ଚାଲିଛି ମିଲିଭଗତ। ଦିନ ତମାମ ଯେଶିବି ଓ ଟ୍ରାକ୍ଟର ଲଗାଇ ଚାଲିଛି ମାଟି ଚାଲାଣ। ମାହାଙ୍ଗା ତହସିଲଦାର ଓ ସ୍ଥାନୀୟ ଆର ଆଇ ସବୁ ଦେଖି ନୀରବ ରହିବା ପଛରେ କାରଣ କଣ। ମାଟି ମାଫିଆଙ୍କ ପ୍ରାଦୁର୍ଭାବ ଆଗରେ ପ୍ରଶାସନ ହାର ମାନୁଛି ଏଠି। ନା ଆଇନ କାନୁନକୁ ଅଛି ଖାତିର ନା ପ୍ରଶାସନକୁ ଖାତିର। କାହା ଛତ୍ରଛାୟା ତଳେ ଏ ମାଟି ମାଫିଆ। ବାରମ୍ବାର ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି। ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More